Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷ ଭିଡରୁ ସତର୍କ ରୁହନ୍ତୁ- ନିରଞ୍ଜନ ମିଶ୍ର

ଭୁବନେଶ୍ୱର, 29 ଡିସେମ୍ବର – ନୂଆ ବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଗତକାଲି 500 ଟେଷ୍ଟ ହୋଇଥିଲା । ସେଥିରୁ 5 ଜଣ ପଜେଟିଭ ବାହାରିଛନ୍ତି । ମୋଟ ଆକ୍ରାନ୍ତ ସଂଖ୍ୟା 13 ରେ ପହଂଚିଛି । ଲକ୍ଷଣ ଥିବା ଲୋକେ ଘରେ ଅଛନ୍ତି । ନୂଆ ବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଥଣ୍ଡା, କାଶ ଓ ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତି ଭିଡ଼ରୁ ଦୁରେଇ ରହିବା ପାଇଁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଘରେ ରହିବା ସହ ନିହାତି ଆବଶ୍ୟକ ହେଲେ ମାସ୍କ ବ୍ୟବହାର ପାଇଁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Show More

Related Articles

Back to top button