Breaking PLUSଓଡ଼ିଶାମୁଖ୍ୟ ଖବର

ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ, ଚନ୍ଦ୍ରପୁରରେ 4ଜଣିଆ ଟିମ୍

ଭୁବନେଶ୍ୱର, 29 ଡିସେମ୍ବର – ବହୁଚର୍ଚ୍ଚିତ ଚନ୍ଦ୍ରପୁର ଲକ୍ଷ୍ମୀମାଝୀ ମୃତ୍ୟୁ ଘଟଣାର ଚନ୍ଦ୍ରପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଘଟଣାସ୍ତଳରେ 4ଜଣିଆ ଟିମ୍ ପହଞ୍ଚିଛନ୍ତି । ଡେଡବଡି ପଡିରହିଥିବା ସ୍ଥଳରେ ଯାଞ୍ଚ କରିବା ସହ ପାଖ ପଡୋଶିଙ୍କୁ ପଚରାଉଚରା କରିଥିବା ଦେଖିବାକୁ ମିଳିଛି l ଏହାସହ ଲକ୍ଷ୍ମୀ ମାଝି ରହୁଥିବା ମାଁ ଗୃହରେ ମଧ୍ୟ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି l 4 ଜଣ କ୍ରାଇମବ୍ରାଞ୍ଚ ଟିମ୍ ସହ 4 ଜଣ ଷ୍ଟେଟ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି l

Show More

Related Articles

Back to top button