Breaking PLUSଓଡ଼ିଶାମୁଖ୍ୟ ଖବର

ଘଟଗାଁ ନିକଟରେ ଦୁର୍ଘଟଣା ମାମଲା,NHAIର ପାଟ୍ରୋଲିଂ ଇନଚାର୍ଜ ଗିରଫ

କେନ୍ଦୁଝର- ଘଟଗାଁ ନିକଟେ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣା । NHAIର ପାଟ୍ରୋଲିଂ ଇନଚାର୍ଜଙ୍କୁ ଗିରଫ କଲା ଘଟଗାଁ ପୋଲିସ । NH ୨୦ ଦରଖଳାରୁ ନେଙ୍କଡ଼ାଘର ଯାଏଁ ପାଟ୍ରୋଲିଂ ଦାୟିତ୍ବରେ ଥିଲେ । ଗତକାଲି NHAI ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ ।
ଘଟଣା ନିକଟରେ ଦୁର୍ଘଟଣାରେ 8ଜଣ ମୃତ୍ୟୁବରଣ କରିଥିବା ବେଳେ 12ଜଣ ଆହତ ହୋଇଥିଲେ ।

Show More

Related Articles

Back to top button