Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଟି-୨୦ ବିଶ୍ବକପ୍ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା

ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ମାସ ସମୟ ରହିଛି। ବିଶ୍ବକପ୍ ପାଇଁ ସବୁ ଟିମ୍ ପ୍ରସ୍ତୁତ ମଧ୍ୟ ହୋଇଗଲେଣି। ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍ ଆଇସିସି ଟି-୨୦ ବିଶ୍ବକପ୍ ୨୦୨୧ ପାଇଁ ଟିମ୍ ଘୋଷଣା କରିଛି। ୧୫ ଜଣିଆ ଟିମ୍କୁ ନେଇ ୟୁଏଇ ଏବଂ ଓମାନରେ ଅକ୍ଟୋବର-ନଭେମ୍ବର ମଧ୍ୟରେ ଆୟୋଜିତ ହେବ। ଏହାକୁ ବିସିସିଆଇ ଆୟୋଜନ କରିବ।

କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଲା, ନ୍ୟୁଜିଲାଣ୍ଡର ବ୍ଯାଟସମ୍ଯାନ ରୋସ ଟେଲରକୁ ଟିମରେ ସ୍ଥାନ ମିଳିନି। ଏହା ବ୍ଯତୀତ ଅଲରାଉଣ୍ଡର କୋଲିନ ଡି ଗ୍ରାଣ୍ଡହୋମ୍ ମଧ୍ୟ ଟିମରୁ ବାହାର ହୋଇଛନ୍ତି।

ଟି-୨୦ ବିଶ୍ବକପ ପାଇଁ ନ୍ୟୁଜିଲାଣ୍ଡ ଟିମ୍: କେନ ୱିଲିୟମସନ(ଅଧିନାୟକ), ଟୋଡ ଆଷ୍ଟଲେ, ଟ୍ରେଣ୍ଟ ବୋଲ୍ଟ, ମାର୍କ ଛପମାନ୍, ଡେଭନ କନୱେ, ଲୋକି ଫରଗୁସନ, ମାର୍ଟିନ ଗୁପଟିଲ, କାଏଲ ଜେମିସନ୍, ମିସେଲ, ଜିମି ନେସମ୍, ଗ୍ଲେନ ଫିଲ୍ପ୍ସ, ମିସେଲ ସାଣ୍ଟନର, ଟିମ୍ ସିଫରେଟ୍, ଇସ୍ ସୋଧି, ଟିମ୍ ସାଉଥି।

Show More

Related Articles

Back to top button