Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ୨୧୬ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

କଟକ ସହରର ଆଜି ମୋଟ ୨୧୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

କଟକ: କଟକ ସହରର ଆଜି ମୋଟ ୨୧୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି । ଏହାସହ ୬୭ ଜଣ ହୋମ କ୍ୱାରେନଣ୍ଟାଇନ୍ ରୁ ଥିବା ବେଳେ ୭୫ ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । କଟକ ସହରରେ ଏବେ ସୁଦ୍ଧା ୩,୮୬୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୨,୨୬୦ ଜଣ ସୁସ୍ଥ ହୋଇଛନ୍ତି। ୨୩ ଜଣଙ୍କର ମୃତ୍ୟୁ ହୋଇଛି। ୧,୫୮୬ ଟି ସକ୍ରିୟ କେସ ରହିଛି ।

Show More

Related Articles

Back to top button