Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

NEET ଓ JEE ପରିକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ନିବେଦନ

NEET ଓ JEE ପରିକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ନିବେନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ତିତି କୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀଙ୍କୁ, ମୁଖ୍ୟମନ୍ତ୍ରୀ ନବୀନ ଏହି ନିବେଦନ କରିଛନ୍ତି ।

NEET ଓ JEE ପରିକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ନିବେନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ମହାମାରୀ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ତିତି କୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀଙ୍କୁ, ମୁଖ୍ୟମନ୍ତ୍ରୀ ନବୀନ ଏହି ନିବେଦନ କରିଛନ୍ତି । ଏଭଳି ବିପରିତ ପରିସ୍ତିତିରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରିକ୍ଷା ପରୀକ୍ଷା ସେଣ୍ଟରରେ ପହଞ୍ଚି ପରୀକ୍ଷା ଦେବା କଷ୍ଟ ସାଧ୍ୟ ତେଣୁ ପରୀକ୍ଷା ଘୁଞ୍ଚାହେଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ।

Show More

Related Articles

Back to top button