ଓଡ଼ିଶା

ବିଧାୟକ ସୁଶାନ୍ତ ରାଉତ ଖୋର୍ଦ୍ଦା ଜିଲ୍ଲା ବିଜେଡି ସଭାପତି ମନୋନୀତ

ବିଜେଡି ସଂଗଠନ କୁ ମଜବୁତ କରିବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଦଳିୟ କର୍ମକର୍ତ୍ତାମାନଙ୍କୁ ମନୋନୀତ କରାଯାଇଛି । ଖୋର୍ଦ୍ଦା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ ସୁଶାନ୍ତ ରାଉତ ମନୋନୀତ ହେବା ପରେ ସେତାଙ୍କର ନୂଆ ଟିମ ଗଢିଛନ୍ତି ।

ବିଜେଡି ସଂଗଠନ କୁ ମଜବୁତ କରିବା ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଦଳିୟ କର୍ମକର୍ତ୍ତାମାନଙ୍କୁ ମନୋନୀତ କରାଯାଇଛି । ଖୋର୍ଦ୍ଦା ଜିଲ୍ଲା ବିଜେଡି ସଭାପତି ଭାବେ ବିଧାୟକ ସୁଶାନ୍ତ ରାଉତ ମନୋନୀତ ହେବା ପରେ ସେ ତାଙ୍କର ନୂଆ ଟିମ ଗଢିଛନ୍ତି । ଏହି ଟିମ୍ ରେ ଉପସଭାପତି ଭାବେ ଝାରପଡାର ସମାଜସେବୀ ମୁସାରଫ ଖାଁ ମନୋନିତ ହୋଇଛନ୍ତି ।  ସେହିପରି ସାଧାରଣ ସଂପାଦକ ଭାବେ ବରିମୁଳ ପଞ୍ଚାୟତ ଯୁବ ସରପଞ୍ଚ ବୀରେନ୍ଦ୍ର ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ନବ ନିର୍ବାଚିତ ସଭ୍ୟ ମାନେ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅତିଥି ମାନଙ୍କୁ କୃତଜ୍ଞତା ଜଣାଇଥିଲେ ।  ଏହି ପରିପ୍ରେକ୍ଷିରେ ବିଜେଡି କର୍ମୀଙ୍କ ମନରେ କିଛି ନୂଆ କରିବାର ଆଶା ସଞ୍ଚାର ହୋଇଛି ।

Show More

Related Articles

Back to top button