ଓଡ଼ିଶାବ୍ୟକ୍ତିତ୍ୱସ୍ୱତନ୍ତ୍ର

ଓୟୁଏଟିରେ ନୂଆ କୂଳପତି ନିଯୁକ୍ତ

ଓୟୁଏଟିରେ ନୂଆ କୂଳପତି ନିଯୁକ୍ତ । ପ୍ରଫେସର ପ୍ରଭାତ ରାଉଳ ହେଲେ ଓୟୁଏଟିର ନୂଆ କୁଳପତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରଭାତ ରାଉଳଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୩ ବର୍ଷ ପର୍ଯ୍ୟନ୍ତ କୁଳପତି ଦାୟିତ୍ବରେ ରହିବେ ପ୍ରଫେସର ରାଉଳ । ବର୍ତ୍ତମାନ  APICOL ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର ରାଉଳ । ତାଙ୍କର ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି। ସେ ୨୪ଟି ପୁସ୍ତର ରଚନା ସହ ୯ ପିଏଚଡି ସ୍କଲାରଙ୍କୁ ଗାଇଡ କରିଛନ୍ତି।

Show More

Related Articles

Back to top button