Breaking PLUSଓଡ଼ିଶାମୁଖ୍ୟ ଖବର

ଗଛରେ ପିଟିହେଲା ବାଇକ୍ ଜଣେ ମୃତ

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ଜଣେ ମୃତ । ନୟାଗଡ ଖଣ୍ଡପଡା ରାସ୍ତାର ଦାହିଖାଇ ଠାରେ ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟିହୋଇଯାଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡିଛନ୍ତି । ମୃତକ ହେଲେ ରୂପାପାଲି ଗାଁର ନିଲୁ ବାରିକ । ଗୁରୁତରଙ୍କୁ ଚିକିତ୍ସା ପାଇଁ ଖଣ୍ଡପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Show More

Related Articles

Back to top button