Breaking PLUSଓଡ଼ିଶାମୁଖ୍ୟ ଖବର

ବସ ମାଲିକ ସଂଘରେ ଫାଟ!

ଭୁବନେଶ୍ୱର- ବସ ମାଲିକ ସଂଘରେ ଫାଟ! । ବୈଠକରେ ବାଲେଶ୍ଵର ଘରୋଇ ବସ ମାଲିକ ସଂଘ ଉପସ୍ଥିତିକୁ ବିରୋଧ କଲା ରାଜ୍ୟ ଘରୋଇ ବସ ମାଲିକ ସଂଘ । ଆଲୋଚନା ପାଇଁ ବାଲେଶ୍ବର ଘରୋଇ ବସ ମାଲିକ ସଂଘକୁ ମଧ୍ୟ ଡାକିଥିଲେ ସରକାର । ତେବେ ରାଜ୍ୟ ଘରୋଇ ବସ ମାଲିକ ସଂଘ ବିରୋଧ କରିବାରୁ ବାଲେଶ୍ଵର ସଂଘ ନିଜ ନିଷ୍ପତ୍ତିକୁ ସରକାରଙ୍କ ସାମ୍ନାରେ ଉପସ୍ଥାପନା କରି ଫେରି ଆସିଥିବା ଦେଖିବାକୁ ମିଳିଥିଲା । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବାଲେଶ୍ୱର ବସ ମାଲିକ ସଂଘ ସମର୍ଥନ କରୁଥିବା ସୂଚନା ମିଳିଛି ।

Show More

Related Articles

Back to top button