Breaking PLUSଓଡ଼ିଶାମୁଖ୍ୟ ଖବର

ଏଣିକି କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ ଟେଷ୍ଟ

ଏଣିକି କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ ଟେଷ୍ଟ । କ୍ୟାପିଟାଲ ହସ୍ପିଟାଲ OTରେ କରାଯିବ ନାର୍କୋ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା
ଦେଇଛନ୍ତି । ଆସନ୍ତାମାସରୁ ହୋଇପାରିବ ଟେଷ୍ଟ, ଉପକରଣ ଆସିସାରିଛି । ‘ଆଜି ଟ୍ରେନିଂ ପାଇଁ ଯାଇଛନ୍ତି ମାନସିକ ରୋଗ ବିଶେଷଜ୍ଞ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦୋକ ।

Show More

Related Articles

Back to top button