Breaking PLUSଦୁର୍ଘଟଣାସ୍ୱାସ୍ଥ୍ୟ

ସ୍ୱାମୀଙ୍କ ସହ ଝଗଡା କରି ୩ ପିଲାଙ୍କୁ ବିଷ ଖୁଆଇଲେ ମା’

ଭୋପାଳ : ମଧ୍ୟପ୍ରଦେଶର ଜଣେ ୩୫ ବର୍ଷୀୟା ମହିଳା ମମତା ସ୍ୱାମୀଙ୍କ ସହ ଝଗଡ଼ା କରି ତାଙ୍କ ୩ ପିଲାଙ୍କୁ ମୂଷାମରା ବିଷ ଖୁଆଇଦେଇଛନ୍ତି। ପିଲାଙ୍କ ପରେ ସେ ନିଜେ ମଧ୍ୟ ବିଷ ଖାଇଦେଇଥିଲେ। ଏଥିରେ ତାଙ୍କ ୭ ବର୍ଷୀୟ ଝିଅ ଏବଂ ୩ ବର୍ଷୀୟ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ବର୍ଷୀୟ ଝିଅ ଓ ମମତା ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ପୋଲିସ ଜାଣିବା ପରେ ଏହି ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button