Breaking PLUSଦେଶ ବିଦେଶମୁଖ୍ୟ ଖବର

ୟୁରୋପରେ କତାରର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋସାଦ ମୁଖ୍ୟ ଡେଭିଡ ବର୍ଣ୍ଣିଆ

ତେଲଅଭିବ-ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ବୁଝାମଣା ନିମନ୍ତେ କତାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମୋସାସ ମୁଖ୍ୟ ଡେଭିଡ ବର୍ନିଆଙ୍କୁ ୟୁରୋପ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଇସ୍ରାଏଲର ପ୍ରମୁଖ ଖବରକାଗଜ ଦ ଟାଇମ୍ସ ଅଫ୍ ଇସ୍ରାଏଲ ଶନିବାର ନିଜୟ ୱେବସାଇଟରେ ପ୍ରକାଶ କରିଛି ।

ଖବର କାଗଜ ଅନୁସାରେ ବନ୍ଧକଙ୍କ ଉପରେ ବୁଝାମଣା ଦିଗରେ ପୁଣି ଥରେ କଥାବାର୍ତ୍ତା କରିବାକୁ ମୋସଦ ମୁଖ୍ୟ ୟୁରୋପ ଯିବେ । ଏହି ସପ୍ତାହର ଶେଷରେ ବାର୍ନିଆ ୟୁରୋପରେ କତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲରହମାନ ଅଲି ଥାନିଙ୍କୁ ଭେଟିପାରନ୍ତି ।

Show More

Related Articles

Back to top button