ଓଡ଼ିଶାସ୍ୱତନ୍ତ୍ର

ଜହର ପାଲଟିଲା ମଧ୍ୟାହ୍ନ ଭୋଜନ

ରାଉରକେଲା: ହଷ୍ଟେଲରେ ମଧ୍ୟାହ୍ନ ଭୋଜନ ଖାଇ ୧୦୦ ରୁ ଊର୍ଦ୍ଧ୍ଵ ଛାତ୍ରୀ ଅସୁସ୍ଥ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟଫଟାଟାଙ୍ଗର ଆଶ୍ରମ ସ୍କୁଲ ହଷ୍ଟେଲରୁ ।

ମିଳିଥିବା ସୂଚନା ଅନୁଯାୟୀ , କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ  ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ୍ର ହୋଇ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ଅଛି ।

 

Show More

Related Articles

Back to top button