Breaking PLUSଓଡ଼ିଶାମୁଖ୍ୟ ଖବର

ମୋହନାରେ ଦୁର୍ବୃତ୍ତ ଜାଳି ଦେଲେ ଗାଡି

ମୋହନାରେ ଦୁର୍ବୃତ୍ତଙ୍କ ତୁମୂଳ କାଣ୍ଡ । ଘର ପରିସରରେ ଥିବା ୩ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ । ଚାନ୍ଦିପୁଟହାଟପଦାରେ ୨ଟି ବାଇକ୍ ଓ କାର୍ ଜାଳିଦେଇଛନ୍ତି ଦୁର୍ବୃତ୍ତ । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନଭିନ କରୁଛି ।
କିଏ କାହିଁକି ଏଭଳି କାଣ୍ଡ ଭିଆଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Show More

Related Articles

Back to top button