Breaking PLUSଓଡ଼ିଶାମୁଖ୍ୟ ଖବର

ଦିନକରେ ପୁଣି ୧୨ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- କାୟା ବିସ୍ତାକର କରୁଛି ସ୍କ୍ରବ ଟାଇଫସ । ଦିନକରେ ପୁଣି ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ଚିହ୍ନଟ ହେଲେ ୧୨ ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ । ଗତକାଲି ହୋଇଥିବା ୧୦୨ ନମୁନା ପରୀକ୍ଷାରୁ ୧୨ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି ।

Show More

Related Articles

Back to top button