ମନୋରଞ୍ଜନସେଲିବ୍ରିଟିସ୍ୱତନ୍ତ୍ର

‘ବିଗ୍ ବସ୍’ରୁ ବିଦାୟ ନେଲେ ମିସ୍ ଇଣ୍ଡିଆ ରନର୍ ଅପ୍ ମାନ୍ୟା ସିଂହ

ଗୋଟେପଟେ ଦୀପାବଳି ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ‘ବିଗ୍ ବସ୍’ରୁ ବିଦାୟ ନେଇଛନ୍ତି ମିସ୍ ଇଣ୍ଡିଆ ରନର୍ ଅପ୍ ମାନ୍ୟା ସିଂହ । ମାନ୍ୟାଙ୍କ ଜବରଦସ୍ତ ଏଣ୍ଟ୍ରି ଦେଖିବାକୁ ମିଳିଥିଲାବେଳେ ହଠାତ୍ କେହି ଆଶା କରିନଥିଲେ ଯେ ସେ ଏତେ ଶୀଘ୍ର ଘରୁ ବାହାରିଯିବେ।

ଏତେ ଦିନ ଧରି ‘ବିଗ୍ ବସ୍’ରେ ରହିବା ପରେ ମଧ୍ୟ ମାନ୍ୟା ନିଜ ପାଇଁ କାହା ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରି ନଥିଲେ। ଯେ କେହି ବି ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ, ମାନ୍ୟା ସେମାନଙ୍କୁ ତାଗିଦ କରି କହୁଥିଲେ -ମୁଁ ତୁମକୁ ସାହାଯ୍ୟ ମାଗିଲି! କେବଳ ଏତିକି ନୁହେଁ ସେ ଲାଇମଲାଇଟ୍ ଅର୍ଜନ କରିବାରେ ମଧ୍ୟ ସଫଳ ହୋଇନଥିଲେ। ସେ ପରିବାର ସଦସ୍ୟଙ୍କ ମଧ୍ୟରେ ଚାପି ହୋଇ ରହିଥିଲେ। ସମ୍ବୁଲଙ୍କ ପରି ସେ ଚର୍ଚ୍ଚାରେ ରହି ପାରିନଥିଲେ। ଏହି କାରଣରୁ ସେ ବର୍ତ୍ତମାନ ଘରୁ ବାହାରି ଯାଇଛନ୍ତି।

 

Show More

Related Articles

Back to top button