ଦେଶ ବିଦେଶ

ଆଫଗାନିସ୍ତାନରେ ଆଉ ଦାଢ଼ି କାଟିପାରିବେନି ପୁରୁଷ

ନାରୀ ମାନଙ୍କ ପରେ ଏବେ ପୁରୁଷଙ୍କ ଉପରେ ନଜର । ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପରେ ଅଜବ ନିୟମ ସବୁ ପ୍ରଣୟନ କରିବା ଆରମ୍ଭ କରିଛି । ଆଫଗାନିସ୍ତାନରେ ନାରୀଙ୍କ ପରେ ଏବେ ପୁରୁଷଙ୍କ ଉପରେ ନୂଆ ନିୟମ ଲାଗୁ କରୁଛି । ଏଣିକି ଆଉ ଦାଢ଼ି କାଟିପାରିବେନି ପୁରୁଷ । ତାଲିବାନ ଆଫଗାନିସ୍ତାନର ସେଲୁନମାନଙ୍କୁ ଏହି ନୂଆ ଆଦେଶ ଦେଇଛି । ତେବେ ଦାଢ଼ି କାଟିବା ଦ୍ୱାରା ଇସଲାମ ନିୟମକୁ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଛନ୍ତି ତାଲିବାନୀ ।

Show More

Related Articles

Back to top button