Breaking PLUS

୨୩ ତମ ଜନ୍ମଦିନ ପାଳନ କରୁଛି ଗୁଗୁଲ୍

ଆଜି ଗୁଗୁଲ୍ ର ଜନ୍ମଦିନ । ୨୩ ତମ ଜନ୍ମଦିନ ପାଳନ କରୁଛି ଗୁଗୁଲ୍ । ଏହି ଉତ୍ସବକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଗୁଗୁଲ ଏହାର ମୂଳପୃଷ୍ଠାରେ ଏକ ସ୍ୱତନ୍ତ୍ର କେକ୍-ଥିମ୍ ଉନ୍ମୋଚନ କରିଛି । ଯେଉଁଥିରେ ଗୁଗୁଲ୍ ଉପରେ କେକ୍ ଚିତ୍ରଣ ହେବା ସହ ସେଥିରେ ୨୩ ଲେଖାହୋଇଛି ।

Show More

Related Articles

Back to top button