Breaking PLUSଓଡ଼ିଶାମୁଖ୍ୟ ଖବର

ମୟୂରଭଞ୍ଜରେ ଖସୁଛି ପାରଦ

ବାରିପଦା, 26 ନଭେମ୍ବର – ମୟୁରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ ବଢୁଛି ଶୀତ। ଆଜି ଶିମିଳିପାଳ ଅଭୟାରଣ୍ୟର ଉପର ବାରାକାମୁଡ଼ାରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଚହଲାରେ ତାପମାତ୍ରା ୮ ରେକର୍ଡ କରାଯାଇଛି । କିଛି କିଛି ସ୍ଥାନରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ।

Show More

Related Articles

Back to top button