Breaking PLUSଦେଶମୁଖ୍ୟ ଖବରରାଜନୀତି

କେନ୍ଦ୍ର ବିରୁଦ୍ଧରେ ଦ୍ୱିତୀୟ ଦିନରେ ମମତାଙ୍କ ଧାରଣା

କୋଲକାତା, 3 ଫେବୃଆରୀ – କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଧାରଣାର ଆଜି ଦ୍ୱିତୀୟ ଦିବ । କୋଲକାତାର ରେଡ୍ ରୋଡ ନିକଟରେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମା ନିକଟରେ ଧାରଣାରେ ବସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଂଚରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ସେ ପୂର୍ବ ଓ ପଶ୍ଚିମ ବର୍ଦମାନ ଜିଲ୍ଲା ପାଇଁ ଦୁଇ ଦୁଇଟି କମିଟି ଗଠନ କରିଛନ୍ତି, ଯାହାର ଦାୟିତ୍ୱ ଅରୂପ ବିଶ୍ୱାସଙ୍କୁ ଦିଆଯାଇଛି । ବର୍ଦମାନ ଜିଲ୍ଲା ପାଇଁ ଗଠିତ କମିଟିର ପ୍ରଭାର ପଞ୍ଚାୟତ ମନ୍ତ୍ରୀ ପ୍ରଦୀପ ମଜୁମଦାର ଓ ପ୍ରାଣୀ ସମ୍ପନ୍ନ ବିକାଶ ମନ୍ତ୍ରୀ ସ୍ୱପ୍ନ ଦେବନାଥଙ୍କୁ ଦିଆଯାଇଛି ।

Show More

Related Articles

Back to top button