Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁୟାରୀରେ ଓଡ଼ିଶା ଆସିବେ ଖଡଗେ

ଭୁବନେଶ୍ୱର, 15 ଡିସେମ୍ବର – ଜାନୁୟାରୀରେ ଓଡିଶା ଆସିବେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗତକାଲି ଦିଲ୍ଲୀରେ ଖଡଗେଙ୍କ ସହ ଓଡିଶା କଂଗ୍ରେସ ସଂଗଠନ ବିଷୟରେ ଆଲୋଚନା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଓଡିଶା ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟରେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଦଳ ରାଜ୍ୟରେ କଣ କଣ କାର୍ଯ୍ୟକ୍ରମ କରିଛି ତାହାର ରିପୋର୍ଟ ନେଇଛନ୍ତିଡଗେ । ବୈଠକ ପରେ ଖଡଗେଙ୍କୁ ଓଡିଶା ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି ପିସିସି ସଭାପତି । ସେପଟେ ଆଜି ଶରତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଓଡିଶା ଆସିବା ପାଇଁ ଆମନ୍ତ୍ରଣ କରିବେ ପିସିସି ।

Show More

Related Articles

Back to top button