Breaking PLUSଦେଶମୁଖ୍ୟ ଖବର

ମହୁଆ ମିତ୍ରଙ୍କ ପିଟିସନ ଉପରେ ଜାନୁୟାରୀ 3 ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ, 15 ଡିସେମ୍ବର – ତୃଣମୂଳ କଂଗ୍ରେସ ନେତା ମହୁଆ ମିତ୍ରଙ୍କ ପିଟିସନ ଉପରେ ଜାନୁୟାରୀ 3 ପର୍ଯ୍ୟନ୍ତ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ପିଟିସନ ଉପରେ ଶୁଣାଣି କରିଛନ୍ତି ।
ଏଥିକ୍ସ କମିଟିର ସୁପାରିଶ ଏବଂ ପରବର୍ତ୍ତୀ ସମୟରେ ଲୋକସଭାରେ ଏହି ପ୍ରସ୍ତାବ ପାରିତ ହେବାକୁ ଭୁଲ ଦର୍ଶାଇ ମହୁଆ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଡିସେମ୍ବର 8ରେ ମହୁଆ ମିତ୍ରଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରିଛନ୍ତି ଲୋକସଭା ।

Show More

Related Articles

Back to top button