Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥାବସ୍ଥା ସ୍ଥିର

ଭୁବନେଶ୍ୱର- ମହେଶ୍ୱର ମହାନ୍ତି ଅସୁସ୍ଥ । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ତେବେ
ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ତାଙ୍କ ପୁଅ ସୁନୀଲ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି । ଲୋକଙ୍କ ଭଲ ପାଇବା ରହିଛି । ବାପାଙ୍କ ଦେହ ଭଲ ହୋଇଯିବ ।
ଦୁଇ ଦିନ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବାରୁ ତାଙ୍କୁ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button