Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଲଣ୍ଡନର ଲ୍ୟୁଟନ ଏୟାରପୋର୍ଟରେ ଅଗ୍ନିକାଣ୍ଡ

ଲଣ୍ଡନ- ଲଣ୍ଡନର ଲ୍ୟୁଟନ ଏୟାରପୋର୍ଟରେ ଅଗ୍ନିକାଣ୍ଡ । ଏୟାରପୋର୍ଟରେ ଥିବା ଏକ ସୁଉଚ୍ଚ କାର୍ ପାର୍କିଂ ବିଲ୍ଡିଂର ଉପର ମହଲରେ ନିଆଁ ଲାଗିଛି । ଏଥିପାଇଁ ଏୟାରପୋରର୍ଟରୁ ସମସ୍ତ ସମସ୍ତ ବିମାଣ ଉଡାଣକୁ ବନ୍ଦ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀମାନେ ଏହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଭଳି ଭିଡିଓରେ ବିଲ୍ଡିଂର ଉପର ମହଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାର୍କିଂର ପ୍ରାୟ 80 ପ୍ରତିଶତ ସ୍ଥାନକୁ ଗ୍ରାସ କରିଛି ନିଆଁ । ନିଆଁ ଲାଗିବା ଯୋଗୁ କାରଗୁଡିକ ଫାଟିଥିବାର ସୂଚନା ମିଳିଛି । ଆକାଶରେ ନିଆଁର ବଡବଡ ହୁଳା ଉଠୁଥିବାର ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର 11 ଦ୍ୱିପ୍ରହର ପର୍ଯ୍ୟନ୍ତ ସମସ୍ତ ବିମାନ ଉଡାଣକୁ ବାତିଲ କରାଯାଇଛି ।

Show More

Related Articles

Back to top button