Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ପୂର୍ବତନ ଲୋକସଭା ଅଧ୍ୟକ୍ଷ ରବି ରାୟଙ୍କୁ ସେଣ୍ଟ୍ରାଲ ହଲ୍‌ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଓମ୍ ବିର୍ଲା

ନୂଆଦିଲ୍ଲୀ, 26 ନଭେମ୍ବର – ଆଜି ହେଉଛି ଲୋକସଭାର ପୂର୍ବତନ ତଥା ଓଡ଼ିଶାର ପ୍ରଥମ ଲୋକସଭା ବାଚସ୍ପତି ରବି ରାୟଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସେଣ୍ଟ୍ରାଲ ହଲରେ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଓମ୍ ବିର୍ଲା ।

Show More

Related Articles

Back to top button