Breaking PLUSଦେଶମୁଖ୍ୟ ଖବର

ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାଧାମରେ ପହଂଚିଲେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା

ଅଯୋଧ୍ୟାଧାମ- ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀରାମଲଲାଙ୍କ ଦର୍ଶନ ପାଇଁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ସୋମବାର ସକାଳେ କୈଫିୟତ ଟ୍ରେନ ଯୋଗେ ସପରିବାର ଅଯୋଧ୍ୟାରେ ପହଂଚିଛନ୍ତି । ଅଯୋଧ୍ୟା କ୍ୟାଂଟ ଷ୍ଟେସନରେ ଓମ୍ ବିର୍ଲାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ।
ଷ୍ଟେସନରେ ରାଜ୍ୟର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂହ, ନଗର ନିଗମ ଅଯୋଧ୍ୟା ମହାପୌର ମହନ୍ତ ଗିରିଶପତି ତ୍ରିପାଠୀ ଓ ବିଧାୟକ ବେଦପ୍ରକାଶ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଦୁଇଦିନିଆ ଗସ୍ତରେ ଓମ୍ ବିର୍ଲା ଅଯୋଧ୍ୟାରେ ପହଂଚିଛନ୍ତି ।

Show More

Related Articles

Back to top button