ରାଶିଫଳ

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନଟି

ରାଶିଫଳ-

ମେଷ: କିଣାବିକା ଲାଗି ଦିନଟି ଭଲ। ଅଫିସରେ ନୂଆ ପ୍ରକଳ୍ପର କାମ କରିବେ। ଘରକୁ କୌଣସି ସ˚ପର୍କୀୟ ବିବାହ ପ୍ରସ୍ତାବ ନେଇ ଆସିବେ।

ବୃଷ: କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ ହେବ। ବ୍ୟବସାୟରେ ସବୁ କିଛି ଭଲ ହେବ। ଅଚାନକ ଧନପ୍ରାପ୍ତି ହେବ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

ମିଥୁନ: କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ମିଳିପାରେ। କଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମରେ ସୁଯୋଗ ମିଳିବ। ପ୍ରେମରେ ସଫଳତା ପାଇବେ।

କର୍କଟ: ମନରେ ବିଶେଷ କାମ ସ˚ପୂର୍ଣ୍ଣ କରିବାର ଉପାୟ ଆସିବ। ରାଜନୀତିରେ ସଫଳତା ପାଇବେ। ଛାତ୍ରଙ୍କର ସାଙ୍ଗ ସହିତ ମିଳାମିଶା ବଢ଼ିବ।

ସି˚ହ: କାର୍ଯ୍ୟ କ୍ଷେତ୍ରରେ କାମର ବୋଝ ବଢ଼ିବ। କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ। ଅବିବାହିତଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

କନ୍ୟା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଏଭଳି ବ୍ୟକ୍ତିଙ୍କ ସହିତ ମିଶିବେ ଯିଏ ଆପଣଙ୍କ ଲାଗି ଲାଭଦାୟକ ହେବେ।

 

SUNSIGN

ତୁଳା: ନୂଆ ଭିତ୍ତି ରଖିବା ଲାଗି ଦିନଟି ଅନୁକୂଳ। ବେପାରରେ ଆଶାଜନକ ଫଳ ପାଇବେ। କାହାରିକୁ ଧାର ଦେବା ପୂର୍ବରୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

ବିଛା: ମନରେ ଧାର୍ମିକ ଭାବନା ଉଦୟ ହେବ। ପଡ଼ୋଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ। ଆପଣ କୌଣସି ଗୋପନୀୟ କଥା ଜାଣିବାକୁ ପାଇବେ।

ଧନୁ: କାମ ଅଧିକ ଲାଭ କମ୍‌ ମିଳିବାର ଆଶଙ୍କା ଅଛି। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନର ଉତ୍ତର ବୁଝିବେ। ବେପାରରେ କିଛି ପରିବର୍ତ୍ତନ ଆଣିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ମକର: ଭବିଷ୍ୟତ ଲାଗି ଅର୍ଥ ଜମା କରିବାର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଉନ୍ନତି ହେବ। ଭଲ ଖବର ପାଇବେ। ବନ୍ଧୁ ସ˚ଖ୍ୟା ବୃଦ୍ଧି ହୋଇପାରେ।

କୁମ୍ଭ: ବେପାର ସମ୍ବନ୍ଧରେ ନୂଆ ନୂଆ ବିଚାର ଆସିବ। ଆର୍ଥିକ ସ୍ଥିତି ସୁଧୁରିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଚାକିରିଜୀବୀଙ୍କୁ ନିଜ କାମରେ ସଫଳତା ମିଳିବ।

ମୀନ: କାମ ପ୍ରତି ଆପଣଙ୍କର ଉତ୍ସାହ ବଢ଼ିବ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପରିବାରରେ ଧର୍ମ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

Show More

Related Articles

Back to top button