ରାଶିଫଳ

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନଟି

ରାଶିଫଳ-

ମେଷ: ବହୁ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରିୟତମ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି।

ବୃଷ: ପାରିବାରିକ ମାମଲାରେ ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଦୀର୍ଘ ଦିନର ପ୍ରୟାସ ସଫଳ ହେବ। ପ୍ରେମରେ ସଫଳତା ପାଇବେ।

ମିଥୁନ: କାରବାରରେ ଆପଣଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କୁ ବହୁତ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

କର୍କଟ: ମନୋର˚ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜି କୌଣସି ବଡ଼ ନିଷ୍ପତ୍ତି ନେବାରୁ ନିବୃତ୍ତ ରହନ୍ତୁ। ଆର୍ଥିକ ସ୍ଥିତିରେ ଅସ୍ଥିରତା ଲାଗିରହିବ।

ସି˚ହ: ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ। କୌଣସି ବଡ଼ କାମ କରିପାରନ୍ତି। ନେତା ଓ ଅଭିନେତାଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ଖୁସି ଭରା ରହିବ।

କନ୍ୟା: ଆର୍ଥିକ ରୂପେ ଆପଣଙ୍କ ଶକ୍ତି ବଜାୟ ରହିବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ମହିଳା ବନ୍ଧୁଙ୍କର ସାହାଯ୍ୟ ପାଇବେ।

 

SUNSIGN

ତୁଳା: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ବ୍ୟବସାୟରେ ଧନଲାଭର ଯୋଗ ରହିଛି। ଛାତ୍ରମାନେ ଅନନ୍ୟ ପ୍ରତିଭା ପାଇଁ ପୁରସ୍କୃତ ହେବେ।

ବିଛା: ଅଫିସରେ ନୂଆ ଲୋକମାନଙ୍କ ନିକଟରେ ସ˚ଯତ ରୁହନ୍ତୁ। କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ହେବ। ପତ୍ନୀଙ୍କ ମାନସିକତାକୁ ବୁଝିବାକୁ ଚେଷ୍ଟା କରିବେ।

ଧନୁ: ଆପଣଙ୍କ ପ୍ରସିଦ୍ଧି ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ଭଲଭାବେ ସ˚ପାଦିତ କରିବେ। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ।

ମକର: ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ସାମାଜିକ କ୍ଷେତ୍ରରେ ଯଶ ଅର୍ଜନ କରିବେ।

କୁମ୍ଭ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଏଭଳି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ହେବ, ଯିଏ ସାହାଯ୍ୟ କରିବେ। ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ମିଳିବ।

ମୀନ: ପାରିବାରିକ ଜୀବନ ଭଲ ରହିବ। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଘରକୁ ଅତିଥି ଆସିବେ।

Show More

Related Articles

Back to top button