ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଭାଗୀଦାର କାରବାରରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ବୃଷ: ବ୍ୟାବସାୟିକ ଡିଲ୍‌ରେ ଲାଭ ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।

ମିଥୁନ: ଆପଣ କାମ ପାଇଁ ପ୍ରଶ˚ସା ଓ ପୁରସ୍କାର ପାଇବେ। ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି। ଆପଣଙ୍କ ଜୀବନରେ ନୂଆ ସ˚ପର୍କ ଯୋଡ଼ି ହେବ।

କର୍କଟ: ପ୍ରଭୁଙ୍କ ଆରାଧନା ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଆପଣଙ୍କର ଅଧିକାଂଶ କାମ ସ˚ପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସି˚ହ: ବିଶେଷ ଚେଷ୍ଟା କଲେ ଯାଇ ବେପାରରେ ସଫଳତା ଓ ଲାଭ ପାଇବେ। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁୁ।

କନ୍ୟା: କର୍ମସାଧନ ପାଇଁ ଭଲ ସୁଯୋଗ ଆସିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ।

ତୁଳା: କାମକୁ ଠିକ୍‌ ରୂପେ ନିର୍ବାହ କରି ଆତ୍ମସନ୍ତୋଷ ଲାଭ କରିବେ। ଲୋକମାନଙ୍କ ମଧୢରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଆୟରେ ଅପ୍ରତ୍ୟାଶିତ ବୃଦ୍ଧି ହେବ।

ବିଛା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ନୂଆ ବିଚାର ଆର୍ଥିକ ପକ୍ଷ ପାଇଁ ଲାଭଦାୟକ ହେବ। ପ୍ରେମିକ ଆପଣଙ୍କୁ ଉପହାର ଦେଇପାରନ୍ତି।

ଧନୁ: ସାହସିକ ନିଷ୍ପତ୍ତି ବଳରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବିବାହ ଯୋଗ୍ୟ ପୁରୁଷଙ୍କ ଲାଗି ଭଲ ପ୍ରସ୍ତାବ ଆସିବ।

ମକର: ଜରୁରୀ କାମରେ ସଫଳତା ପାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ।

କୁମ୍ଭ: ରାଜନୈତିକ କାର୍ଯ୍ୟରେ ସମୟ ବିତିବ। ବନ୍ଧୁଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ।

ମୀନ: ନୂଆ ବସ୍ତ୍ର ପରିଧାନ କରିବେ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଦୈନନ୍ଦିନ କାର୍ଯ୍ୟରେ ସଫଳତା ପାଇବେ।

Show More

Related Articles

Back to top button