ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ କୌଣସି ନୂଆ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ।

ବୃଷ: ଧାର୍ମିକ କାର୍ଯ୍ୟରେ ବିଶ୍ବାସ ବଢ଼ିବ। କୌଣସି ବନ୍ଧୁଙ୍କୁ ସାହାଯ୍ୟ କରିବେ। ଆପଣଙ୍କୁ ନିଜ କାମରେ ଭଲ ପରିଣାମ ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ମିଥୁନ: ଆପଣଙ୍କର ନମ୍ର ସ୍ବଭାବ ଆପଣଙ୍କୁ ସାହାଯ୍ୟ କରିବ। ଆପଣଙ୍କ ଉପରେ ଲୋକମାନଙ୍କ ବିଶ୍ବାସ ବଜାୟ ରହିବ। ଛାତ୍ରଙ୍କୁ ଶୁଭ ଖବର ମିଳିପାରେ।

କର୍କଟ: କୌଣସି କାମ କରିବା ପାଇଁ ଯୋଜନା କରିବେ। କୃଷିଜୀବୀଙ୍କୁ ଲାଭ ହୋଇପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ସୁଖଦ ହେବ।

ସି˚ହ: ଆକର୍ଷକ କଥାବାର୍ତ୍ତା ବଳରେ ଅନ୍ୟମାନଙ୍କର ଧୢାନ ନିଜ ଆଡ଼କୁ ଟାଣିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସିନେମା ଦେଖିବେ।

କନ୍ୟା: କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ। ବ୍ୟବହାର କୁଶଳତା ପାଇଁ ଅଫିସରେ ଆପଣଙ୍କୁ ସମ୍ମାନ ମିଳିବ। ନୂଆ ବାହନ କିଣିବା ଯୋଗ ରହିଛି।

ତୁଳା: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ବରିଷ୍ଠଙ୍କ ସହଯୋଗ ପାଇ ଅଫିସ କାମ ସ˚ପୂର୍ଣ୍ଣ କରିବେ। ଘର କାମରେ ଦୂର ସ୍ଥାନକୁ ଯିବେ।

ବିଛା: କିଛି ନୂଆ କରିବାର ଦିନଟିଏ। ଚାକିରିରେ କୌଣସି କାମ ନେଇ ଆପଣଙ୍କର ପ୍ରଶ˚ସା ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର୍ ମିଳିପାରେ।

ଧନୁ: ସବୁ କାମ ଆପଣଙ୍କର ମନ ମୁତାବକ ହେବ। ଆର୍ଥିକ ପରିସ୍ଥିତି ଅନୁକୂଳ ରହିବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଶାଢ଼ି ଉପହାର ଦେଇପାରନ୍ତି।

ମକର: ବିବାହିତ ନିଜର ଜୀବନସାଥୀଙ୍କୁ ଅଧିକ ସମୟ ଦେବେ। ଖୋଳାଳିମାନେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।

କୁମ୍ଭ: ନିଜ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ଅଫିସରେ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।

ମୀନ: ଅନ୍ୟମାନଙ୍କ କଥାରେ ଭରସା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଭଲ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

Show More

Related Articles

Back to top button