ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଆପଣଙ୍କ ଧୢାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ବନ୍ଧୁଙ୍କ ସହିତ ସମାରୋହକୁ ଯାଇପାରନ୍ତି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ବୃଷ: ନିଜ କାମରେ ଯଥେଷ୍ଟ ବ୍ୟସ୍ତ ରହିବେ। ଧନଲାଭର ଯୋଗ ରହିଛି। ରାଜନୀତିରେ ଉଚ୍ଚ ପଦକୁ ମନୋନୀତ ହୋଇପାରନ୍ତି।

ମିଥୁନ: ଆଜି ଆପଣ ଚିନ୍ତାମୁକ୍ତ ରହିବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ସନ୍ଧ୍ୟାରେ ଘରେ ସ୍ବାଦିଷ୍ଠ ଭୋଜନ କରିବେ।

କର୍କଟ: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ।

ସି˚ହ: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବଡ଼ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ। ବ୍ୟାବସାୟିକ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯିବେ।

କନ୍ୟା: ଆପଣଙ୍କ ଧ୍ୟାନ ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ଲାଗି ରହିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟରେ ଉନ୍ନତି ହେବ।

ତୁଳା: ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପିତାଙ୍କର ମାର୍ଗଦର୍ଶନ ପାଇବେ। ବେପାରରେ ପରିବର୍ତ୍ତନ ପାଇଁ ଯୋଜନା ତିଆରି କରିବେ।

ବିଛା: ନିଜର କାମକୁ ଠିକ୍‌ ଭାବେ ତୁଲାଇବେ। ଚିନ୍ତାଗ୍ରସ୍ତ ଥିଲେ ସାଥୀଙ୍କୁ ଚିନ୍ତାର କାରଣ କୁହନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ଧନୁ: କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ଆରାମ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ପିତାମାତାଙ୍କ ସେବା କରିବାର ସୁଯୋଗ ପାଇବେ।

ମକର: ନୂଆ କାମରେ ଲାଭ ହେବ। ସନ୍ତାନଙ୍କର ଭଲ କ୍ୟାରିୟର୍ ଲାଗି ତାଙ୍କ ଶିକ୍ଷକଙ୍କର ପରାମର୍ଶ ନିଅନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

କୁମ୍ଭ: ଧର୍ମ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମୀନ: ଚାକିରିରେ ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ଜମି କିଣିବା ପୂର୍ବରୁ ଦଲିଲ ସଂପର୍କରେ ଭଲଭାବେ ଯାଞ୍ଚ କରିନିଅନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

Show More

Related Articles

Back to top button