ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଆପଣଙ୍କ ଲାଗି ଭଲ ଦିନଟିଏ। ଉତ୍ତମ ବ୍ୟବହାର ବଳରେ ଲୋକଙ୍କ ମନ ଜିଣିନେବେ। ଛାତ୍ର ମାନଙ୍କ କ୍ଷେତ୍ରରେ ଆତ୍ମବିଶ୍ବାସ କାମରେ ଆସିବ।

ବୃଷ: ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଭଲ ପରିଣାମ ମିଳିପାରେ।

ମିଥୁନ: ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ବନ୍ଧୁ ସହିତ ଦେଖା ହେବ। ଧନ ସମ୍ବନ୍ଧରେ ସ୍ଥିତି ଠିକ୍‌ ରହିବ। ପରିବାରରେ ଆପଣଙ୍କ ଗୁଣଗାନ ହେବ।

କର୍କଟ: ପରିସ୍ଥିତି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିବ। କାରବାର ସ˚ପର୍କିତ ଭଲ ଖବର ପାଇବେ।

ସି˚ହ: ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ନୂଆ ଚୁକ୍ତିପତ୍ରରେ ଆପଣଙ୍କୁ ଲାଭ ହେବ। ବନ୍ଧୁର ଜନ୍ମଦିନ ଉତ୍ସବରେ ଯୋଗ ଦେଇପାରନ୍ତି।

କନ୍ୟା: ଜୀବନରେ ନୂଆ ପରିବର୍ତ୍ତନ ହେବ। ନେତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ।

ତୁଳା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଧନ ଆସିବା ହେତୁ ଆର୍ଥିକ ରୂପେ ଆଶ୍ବସ୍ତ ଅନୁଭବ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ। କୌଣସି କଥାକୁ ନେଇ ଅଧିକ ଜିଦ୍‌ କରନ୍ତୁ ନାହିଁ। ନୂଆ କାମ କରିବା ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବା ଭଲ।

ଧନୁ: ବରିଷ୍ଠ ଓକିଲଙ୍କ ସହିତ କୌଣସି ମାମଲା ନେଇ ଆଲୋଚନା କରିବେ। ଆପଣଙ୍କର ସବୁ କାମ ନିର୍ଦ୍ଧାରିତ ସମୟରେ ପୂରା ହେବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

ମକର: କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ସମାଚାର ପାଇବା ହେତୁ ଖୁସି ରହିବେ। ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ।

କୁମ୍ଭ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣ ନିଜ ଶକ୍ତିକୁ ଭଲ କାମରେ ଲଗାଇବେ। ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମୀନ: ଅତୀତ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। କର୍ମକ୍ଷେତ୍ରରେ ଅଶାନ୍ତିର ସାମନା କରିବାକୁ ପଡ଼ିପାରେ। କାହାରିକୁ ଅତ୍ୟଧିକ ବିଶ୍ବାସ କରନ୍ତୁ ନାହିଁ।

Show More

Related Articles

Back to top button