Breaking PLUSଦେଶମୁଖ୍ୟ ଖବର

ଜେଏନୟୁ ଛାତ୍ରସଂଘ ନିର୍ବାଚନରେ 4ଟି ପଦରେ ବାମପନ୍ଥୀ ଛାତ୍ର ସଂଗଠନର ବିଜୟ

ନୂଆଦିଲ୍ଲୀ, 25 ମାର୍ଚ୍ଚ – ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ବାମପନ୍ଥୀ ଛାତ୍ର ସଙ୍ଗଠନ ବିଜୟ ହାସଲ କରି ସମସ୍ତ 4ଟି ପଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦକୁ ପରାସ୍ତ କରିଛି । ଛାତ୍ରସଂଘର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଯୁଗ୍ମ ସେକ୍ରେଟାରୀ ପଦ ସହିତ ମହାସଚିବ ପଦରେ ବାମ ସମର୍ପିତ ବିଏପିଏସଏ ପ୍ରାର୍ଥୀ ବିଜୟ ହାସଲ କରିଛି ।
ରବିବାର ଜାରି ହୋଇଥିବା ଜେଏନୟୁ ଛାତ୍ରଂସଘ ନିର୍ବାଚନ ଫଳ ମୁତାବକ ବାମପନ୍ଥୀ ପ୍ରାର୍ଥୀ ଧନଂଜୟ ଏବିଭିପିର ପ୍ରାର୍ଥୀ ଉମେଶ ସି ଅଜମିରାଙ୍କୁ 922 ଭୋଟରେ ହରାଇ ଅଧ୍ୟକ୍ଷ ପଦରେ ବିଜୟୀ ହୋଇଛନ୍ତି ।

Show More

Related Articles

Back to top button