Breaking PLUSଓଡ଼ିଶାମୁଖ୍ୟ ଖବର

ସୁନ୍ଦରଗଡ଼ IT ରେଡ୍‌କୁ ନେଇ କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର- ସୁନ୍ଦରଗଡ଼ IT ରେଡ୍‌କୁ ନେଇ କୁସୁମ ଟେଟେଙ୍କ ସଙ୍ଗୀନ ଅଭିଯୋଗ । ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କ ସଂପୃକ୍ତି ଥିବା ଅଭିଯୋଗ କଲେ କୁସୁମ ଟେଟେ । ଯୋଗେଶଙ୍କ ମାଆଙ୍କ ନାଁରେ ପ୍ରଥମେ ମଦଭାଟି ଥିଲା । ଏବେ କିନ୍ତୁ ଅଲଗା ନାଁ ବାହାରୁଛି, ପରିବର୍ତ୍ତନ କରିଥାଇପାରନ୍ତି’ । ‘ବେଆଇନ ମଦଭାଟି ଚାଲିଥିବା ଅନେକ ଥର ଗୃହରେ କହିଛି’ । ‘ହସ୍ପିଟାଲ, ସ୍କୁଲ, ବସ୍ତି ନିକଟରେ ମଦଭାଟି ଥିବା ଅଭିଯୋଗ କରିଛି । କିନ୍ତୁ ମୋ ଅଭିଯୋଗକୁ ସରକାର ଶୁଣିଲେନି କହିଲେ କୁସୁମ ଟେଟେ । ଏନେଇ ଯୋଗେଶ ସିଂଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

Show More

Related Articles

Back to top button