Breaking PLUSଦେଶମୁଖ୍ୟ ଖବର

କାଠମାଣ୍ଡୁ ଏୟାରପୋର୍ଟରୁ 14କିଲୋ ସୁନା ଜବତ

କାଠମାଣ୍ଡୁ, 8 ଡିସେମ୍ବର – ନେପାଳରେ ସୁନା ଚୋରା ଚାଲାଣ । କାଠମାଣ୍ଡୁରୁ ଦୁଇଦିନ ପୂର୍ବରୁ ସୁନା ଚୋରା ଚାଲାଣ ବେଳେ 8 କିଲୋ ସୁନା ଜବତ କରାଯାଇଥିବା ବେଳେ ଗୁରୁବାର ରାତିରେ 14 କିଲୋ ସୁନା ଜବତ ହୋଇଛି ।
ଗୁରୁବାର ରାତି 11.56 ମିନିଟ ସମୟରେ ଦୁବାଇର ଫ୍ଲାଇଟ ଏଫଜେଡ 573ରୁ କାଠମାଣ୍ଡୁରେ ଓହ୍ଲାଇଥିବା ଗୋରଖା ଜିଲ୍ଲାର ବାସିନ୍ଦା ଚନ୍ଦ୍ର ବାହାଦୂର ଘଲେଙ୍କୁ ଗିରଫ କରାଯାଇଛି । କଷ୍ଟମ ଟିମ୍ 14 କିଲୋଗ୍ରାମ ସୁନା ଜବତ କରାଯାଇଛି ।

Show More

Related Articles

Back to top button