Breaking PLUSଓଡ଼ିଶାମୁଖ୍ୟ ଖବର

ଧବଳେଶ୍ୱର ପୀଠରେ କାଉଡିଆଙ୍କ ଭିଡ

ତୃତୀୟ ସୋମବାରରେ ଜଳଲାଗି କରୁଛନ୍ତି ଶ୍ରଦ୍ଧାଳୁ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କ ଠାରେ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ ଜମିଛି ଭିଡ । କାଉଡିଆମାନେ ଜଳଭାର ନେଇ ଶିବଲିଙ୍ଗରେ ଲାଗି କରିଛନ୍ତି । ଏହି ଅବସରରେ ରାଜ୍ୟର ଆଠଗଡ ଶୈବପୀଠ ଧବଳେଶ୍ୱରରେ ବି ଭକ୍ତଙ୍କ ଭିଡ ଜମିଛି । ହଜାର ହଜାର କାଉଡିଆ ଆଜି ଧବଳେଶ୍ୱରରେ ପହଞ୍ଚି ଜଳଲାଗି କରିଛନ୍ତି । ଅନ୍ୟପଟେ ପ୍ରବଳ ଗହଳି ହେଉଥିବାରୁ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button