ଦେଶସ୍ୱତନ୍ତ୍ର

ୟୁଜର୍ସଙ୍କ ପାଇଁ ଜିଓ ଆଣିଲା ଦମଦାର ଅଫର

ଖୁବ୍ କମ୍ ଟଙ୍କାରେ ୟୁଜର୍ସଙ୍କ ପାଇଁ ଜିଓ ଆଣିଲା ଦମଦାର ଅଫର । ମନୋରଞ୍ଜନର ପୂରା ଫାଇଦା ଉଠାଇବାକୁ ଚାହୁଁଥିଲେ ଏହାର ସୁଯୋଗ ନିଅନ୍ତୁ । ସମୟ ସମୟରେ ଓ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ଲାନ ଓ ଅଫର୍ସ ଆଣିଥାଏ। ଏହି ପ୍ଳାନରେ ଦାମ ରହିଥାଏ ବହୁତ କମ। ଏହାସହ ବେନିଫିଟ୍ସ ରହିଥାଏ ଜବରଦସ୍ତ। ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ଳାନ ସମ୍ପର୍କରେ କହିବୁ । ଯାହାର ଦାମ ରହିଛି ଏକଦମ ଶସ୍ତା।

ଯଦି ଆପଣ ଜିଓ ୟୁଜର ତେବେ କରନ୍ତୁ ଜିଓର ଏହି ପ୍ରିପେଡ ପ୍ଳାନର ବ୍ୟବହାର, ପାଇବେ ଫାଇଦା ହିଁ ଫାଇଦା। ଯଦି ଆପଣ ପ୍ରତି ମାସରେ ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏମିତିରେ ଆପଣଙ୍କ ଖର୍ଚ୍ଚ ମଧ୍ୟ କମିଯିବ। ଜିଓର ରହି ଖାସ ରିଚାର୍ଜ। ଯେଉଁଥିରେ ଆପଣଘଙ୍କୁ ମିଳିବ ଅନଲିମିଟେଡ କଲିଂ ସହିତ ଇଣ୍ଟରନେଟର ସୁବିଧା। ଏହାର ଦାମ ମଧ୍ୟ ବହୁତ କମ ରହିଛି। ତେଣୁ ରିଚାର୍ଜ ପାଇଁ କିଛି ଚିନ୍ତା କରିବାକୁ ପଡ଼ିବ ନାହିଁ।

ଜିଓ କମ୍ ମୂଲ୍ୟରେ ଅଧିକ ଲାଭ ପ୍ରଦାନ କରେ। ଜିଓର ଏପରି ଅନେକ ଆଶ୍ଚର୍ଯ୍ୟଜନକ ଯୋଜନା ଅଛି ଯାହା ଏୟାରଟେଲ ଓ VI ଠାରୁ ଶାନଦାର ରହିଛି। । ଆଜି ଆମେ ଆପଣଙ୍କୁ ଜିଓର ଯୋଜନା ବିଷୟରେ କହିବୁ ଯାହା ରହିଛି ପୁରା ଏକ ବର୍ଷ ପାଇଁ। ଏକ ବର୍ଷ ପାଇଁ ଭାଲିଡିଟିରେ ଗ୍ରାହକଙ୍କୁ ବଢ଼ିଆ ଫାଇଦା ମିଳିବ। ଏହା ଅନ୍ୟ ପ୍ୟାକ୍‌ ତୁଳନାରେ ବହୁତ ଶସ୍ତା ଓ ଭଲ। ଏଥିରେ ଉପଭୋକ୍ତା ୩୩୬ ଦିନର ଭାଲିଡିଟି ସହ ପାଇବେ ଅନେକ ସୁବିଧା

ଜିଓର ଶସ୍ତା ଯୋଜନା ଅପେକ୍ଷା ଏହି ଯୋଜନା ଅନେକ ମାତ୍ରାରେ ଭଲ। ଜିଓ ଫୋନ୍ All in One ପ୍ଲାନ୍ ତାଲିକାରେ ୨୮ ଦିନର ଭାଲିଡିଟି ସହିତ ଆସୁଥିବା ସବୁଠାରୁ ଶସ୍ତା ଯୋଜନା ମଧ୍ୟ ୯୧ ଟଙ୍କାରେ ମିଳିଛି। ଯଦି ଆପଣ ୧୨ ମାସ ପାଇଁ ୯୧ ଟଙ୍କା ଖର୍ଚ୍ଚ କରନ୍ତି, ତେବେ ଖର୍ଚ୍ଚ ୧୦୯୨ ଟଙ୍କାକୁ ଆସେବ। ଏମିତିରେ ଆମେ ଆପଣଙ୍କୁ ଏକ ବଢ଼ିଆ ପ୍ଳାନ ସମ୍ପର୍କରେ କହିବୁ । ଯାହାର ଦାମ ୧୦୯୨ ଠୁ କମ ରହିଛି । । ଏମିତିରେ ଆପଣ ୧୯୩ ଟଙ୍କା ସଞ୍ଚୟ କରିପାରିବେ।

ଜିଓର ଏହି ଯୋଜନାରେ ଉପଭୋକ୍ତା ୩୩୬ ଦିନର ଭାଲିଡିଟି ପାଇବେ। ଯୋଜନାରେ ଆପଣ ପ୍ରତି ମାସରେ 2GB ଡାଟା ଓ ୨୮ ଦିନର ଭାଲିଡିଟି ପାଇବେ। ଏମିତିରେ ବର୍ଷକୁ ୟୁଜରଙ୍କୁ ମୋଟ ୨୪ ଜିବି ଡାଟା ମିଳିବ। ଏହା ବ୍ୟତୀତ ଯେକୌଣସି ନେଟୱାର୍କରେ Unlimited କଲିଂର ସୁବିଧା ମଧ୍ୟ ଅଛି। SMS ବିଷୟରେ କଥାହେଲେ ୨୮ ଦିନର ଭାଲିଡିଟି ସହିତ ୫୦ଟି SMS ମିଳିବ। ପ୍ରତି ମାସରେ ଆପଣଙ୍କୁ ୨ ଜିବି ର ଡାଟା ମିଳିବ । ବାକି ସୁବିଧା ବିଷୟରେ ଯଦି କଥା ହେବା ତେବେ ଜିଓ ସିନେମା, ଜିଓ ଟିଭି, ଜିଓ ସିକ୍ୟୁରିଟି ଓ ଜିଓ କ୍ଲାଉଡ୍ ପରି ଜିଓ ଆପ ର ମାଗଣା ଲାଭ ଉଠାଇପାରିବେ।

Show More

Related Articles

Back to top button