Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ । ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ ଅଫିସିଆଲ ୱେବସାଇଟ jeemain.nta.nic.in ରେ ଫଳାଫଳ ଯାଞ୍ଚ କରିପାରିବେ। ଜେଇଇ ମେନ୍‌ ସେସନ୍‌-୨ ପରୀକ୍ଷା ଜୁଲାଇ ୨୫ରୁ ଜୁଲାଇ ୩୦ ପର୍ଯ୍ୟନ୍ତ କରାଯାଇଥିଲା। ଚଳିତ ବର୍ଷ ୬ ଲକ୍ଷରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଏହା ବ୍ୟତୀତ, ଜେଇଇ ଆଡଭାନ୍ସ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

Show More

Related Articles

Back to top button