Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ରାଜୌରୀରେ ଏନକାଉଣ୍ଟର, ସେନା କୁକୁର ସହିଦ

ଶ୍ରୀନଗର: ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ । କାଶ୍ମୀର ରଜୌରୀରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରାଜୌରୀ ଆତଙ୍କବାଦୀ ଲୁଚି ରହିଥିବା କବର ପାଇବା ପରେ ସେନା ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ତଲାସୀ ଅଭିଯାନ ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହିପରି ସେନାର ଜଣେ ଯବାନ ମଧ୍ୟ ସହତ ହୋଇଥିବା ବେଳେ 3ଜଣ ଆହତ ହୋଇଛନ୍ତି ।

ସର୍ଚ୍ଚ ଅପରେସନ ବେଳେ ୬ ବର୍ଷର ସେନା କୁକୁର ‘କେଣ୍ଟ’ର ମୃତ୍ୟୁ ହୋଇଛି । ଆହୁରି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Show More

Related Articles

Back to top button