Breaking PLUSଦେଶ ବିଦେଶମୁଖ୍ୟ ଖବର

ମସ୍କୋ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଇସଲାମିକ ଷ୍ଟେଟ୍

ମସ୍କୋ- କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଋଷ ରାଜଧାନୀ ମସ୍କୋରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସମାଚାର ଏଜେନ୍ସି ଅମାନରେ ସଙ୍ଗଠନ ବୟାନ ଜାରି କରି କହିଛି ଯେ, ସେ ମସ୍କୋର ବାହାର ଅଂଚଳ କ୍ରାସ୍ତ୍ରୋଗୋର୍ସ୍କ ସହରର ଏକ ବିଲ୍ଡିଂରେ ଚାଲିଥିବା ବଡ ସଭା ଉପରେ ଆକ୍ରମଣ କରିଛି । ଏଥିରେ ବହୁ ସଂଖ୍ୟାରେ ଲୋକଙ୍କ ମୃତ୍ୟୁବରଣ କରିଛନ୍ତି ।

Show More

Related Articles

Back to top button