Breaking PLUSଓଡ଼ିଶାମୁଖ୍ୟ ଖବର

ଆର୍ଥ ଆୱାର ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର- ଆର୍ଥ ଆୱାର ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆର୍ଥ ଆୱାରରେ ଯୋଗ ଦେଇ ମୁଁ ଆଜି ନବୀନ ନିବାସରେ ସାଢେ 8ଟାରୁ ସାଢେ 9ଟା ଯାଏ ସମସ୍ତ ଲାଇଟ୍ ବନ୍ଦ ରଖିବି । ବିଦ୍ୟୁତ୍ ସଂରକ୍ଷଣ ତଥା ଏକ ସ୍ଥାୟୀ ପୃଥିବୀ ପାଇଁ ଗ୍ଲୋବାଲ୍ ୱାର୍ମିଂ ହ୍ରାସ କରିବା ପାଇଁ ସର୍ବଭାରତୀୟ ଆନ୍ଦୋଳନରେ ଯୋଗଦେବାକୁ ସମସ୍ତଙ୍କୁ ନିବେଦନ କରୁଛି ।

Show More

Related Articles

Back to top button