Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ମଣ୍ଣିଂ କ୍ଲାସ୍ ଆରମ୍ଭ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ରାଜ୍ୟରେ ଆଜିଠୁ ମଣ୍ଣିଂ କ୍ଲାସ ଆରମ୍ଭ ହୋଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ସକାଳ ସାଢେ ୬ଟାରୁ ସାଢେ ୧୦ରେ ପର୍ଯ୍ୟନ୍ତ କ୍ଲାସ ହେବ । ସେହିପରି ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ସକାଳ ୭ଟାରୁ ଦିନ ୧୧.୩୦ ଯାଏଁ କ୍ଲାସ ହେବ ।

ନିର୍ଦ୍ଧାରିତ ସମୟ ମଧ୍ୟରେ କ୍ଲାସ ସାରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା ଏବଂ ଓଆରଏସ୍ ଆଣି ରଖିବାକୁ ନିର୍ଦ୍ଦେଶ ରହିଛି ।

Show More

Related Articles

Back to top button