Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଖସୁନି କରୋନା ଗ୍ରାଫ୍

ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍

ରାଜଧାନୀର ଆଉ ୬ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ଜୋନ୍‌ର ୬ ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ସେଥିମଧ୍ୟରେ ଜାଗମରା କ୍ରିଷ୍ଣା ଗାର୍ଡେନ ଫେଜ୍‌-୨ର ପ୍ଲଟ ନଂ ୨୧, କୋଳଥିଆ ସତ୍ୟସାଇ ଏନକ୍ଲେଭ ପ୍ଲଟ ନଂ- ୧୭୫, ଜଗମୋହନ ନଗର ପ୍ଲଟ ନଂ-୧୧୨୦, କୋଳଥିଆ ପ୍ଲଟ ନଂ- ୨୦, ପୋଖରୀପୁଟ କୋକିଳା ଏନକ୍ଲେଭ ପ୍ଲଟ ନଂ- ୧୦୬ ଏବଂ କ୍ରିଏଟିଭ୍‌ ଏନକ୍ଲେଭ ଫ୍ଲାଟ ନଂ ୪୦୩କୁ କଣ୍ଟେନ୍‌ମେଣ୍ଟ ଜୋନ କରାଯାଇଛି ।

Show More

Related Articles

Back to top button