Breaking PLUSଓଡ଼ିଶାମୁଖ୍ୟ ଖବର

ବଲାଙ୍ଗୀରରେ ଚାଞ୍ଚଲ୍ୟ, ଗୋଟିଏ ଘର ଭିତରୁ ମିଳିଲା ପରିବାରର ୬ ସଦସ୍ୟଙ୍କ ମୃତଦେହ

ବଲାଙ୍ଗୀର ପାଟଣାଗଡ଼ ଅନ୍ତର୍ଗତ କୁସୁମାପଡାରେ ଏକ ଚାଞ୍ଚଲ୍ୟ କର ଘଟଣା ଘଟିଛି । ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହ ଗୁଡିକ ଘର ଭିତରେ ପଡିଥିବା ବେଳେ ଠାବ ହୋଇଥିଲା । ମୃତ୍ୟୁର କାରଣ ଏଯାବତ ଅସ୍ପଷ୍ଟ ରହିଥିବା

ବଲାଙ୍ଗୀର ପାଟଣାଗଡ଼ ଅନ୍ତର୍ଗତ କୁସୁମାପଡାରେ ଏକ ଚାଞ୍ଚଲ୍ୟ କର ଘଟଣା ଘଟିଛି । ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ମୃତଦେହ ଗୁଡିକ ଘର ଭିତରେ ପଡିଥିବା ବେଳେ ଠାବ ହୋଇଥିଲା । ମୃତ୍ୟୁର କାରଣ ଏଯାବତ ଅସ୍ପଷ୍ଟ ରହିଥିବା

ବେଳେ ଘଟଣା ସ୍ଥଳରୁ ମରଣାସ୍ତ୍ର ଜବତ ହୋଇଛି । ୬ ମୃତକଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ ଥିବା ଜଣାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Show More

Related Articles

Back to top button