Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ବଲପୁରରେ ବେଆଇନ ବନ୍ଧୁକ କାରଖାନା ଠାବ, 3ଗିରଫ

ସମ୍ବଲପୁର : ପୁଣି ବେଆଇନ ବନ୍ଧୁକ କାରଖାନା ଠାବ । ସମ୍ବଲପୁର ପୁଲିସ ବେଆଇନ ଭାବରେ ଦେଶୀ ବନ୍ଧୁକ ତିଆରି ହେଉଥିବା କାରଖାନା ଉପରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଜମନକିରା ପୁଲିସ ପକ୍ଷରୁ ବଡରମା ଘାଟି ଓ ବାସୁପାଲି ଠାରେ ଚଢ଼ାଉ କରି ୨୨ ଗୋଟି ଦେଶୀ ବନ୍ଧୁକ ଜବତ ସହ ମୋଟ ୩ ଜଣକୁ ଗିରଫ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button