Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ତ୍ରୀ ଓ ଛୁଆକୁ ଧରି ନଦୀକୁ ଡେଇଁଲା ସ୍ୱାମୀ

ସ୍ତ୍ରୀ ଓ ଛୁଆ ଉଦ୍ଧାର, ସ୍ୱାମୀ ନିଖୋଜ

କଟକ ସଦର ସଇଁଦା ନିକଟରେ ଅଘଟଣ । ପତ୍ନୀ ଓ ଛୋଟ ଛୁଆ ସହ ନଦୀକୁ ଡେଇଁଲେ ବାପା । ସିଢୁଆ ନଦୀକୁ ଡେଇଁଲେ 3 ଜଣ । ପତ୍ନୀ ଓ ଛୋଟ ଛୁଆଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ସେପଟେ ପାଣିରେ ଭାସି ଗଲେ ବାପା । ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି । ସମସ୍ତଙ୍କ ଘର କନ୍ଦରପୁର ଅଂଚଳରେ ବୋଲି ଜଣାପଡିଛି । ସପରିବାର କୌଣସି କାମରେ ସଇଁଦା ଆସିଥିଲେ । ତେବେ ପାରିବିବାରିକ କଳହରୁ ଏପରି କରି ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button