ଦେଶ

ଖୋର୍ଦ୍ଧାରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ

ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମଙ୍ଗଳା ନଗରରେ ୫୧ ଗ୍ରାମ ବ୍ରାଉନସୁଗାର ଜବତ ହେଲା ବିପୁଳ ପରିମାଣରେ ବ୍ରାଉନସୁଗାର । ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ କରାଯାଇଥିବାବେଳେ ଜବତ ବ୍ରାଉନ ସୁଗାର ମୂଲ୍ୟ ୫ ଲକ୍ଷ ୧୦ ହଜାର ଟଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ବିଭାଗ ।

ଏ ଘଟଣାରେ ଅବକାରୀ ବିଭାଗ ନଂ ୮୯/୨୨ ମାମଲା ରୁଜୁ କରି ବ୍ରଜ କିଶୋରଙ୍କୁ କୋର୍ଟ ଚାଲାଣ କରିଛି।

Show More

Related Articles

Back to top button