Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ହୀରାକୁଦରେ ପକ୍ଷୀ ଗଣନା

ଭୁବନେଶ୍ୱର, 7 ଜାନୁଆରୀ- ଆସନ୍ତାକାଲି ହୀରାକୁଦରେ ହେବ ପକ୍ଷୀ ଗଣନା । ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ଗଣନା ହେବ ସୂଚନା ମିଳିଛି । ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ୍ ଗଣନା କରାଯିବ । ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମ୍‌ରେ ସାମିଲ ହେବେ ।

Show More

Related Articles

Back to top button