Breaking PLUSଓଡ଼ିଶାମୁଖ୍ୟ ଖବର

ହାଇଟେକ୍‌‌ ମେଡିକାଲ ବିସ୍ଫୋରଣ ଘଟଣା: ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇଟେକ୍‌‌ ମେଡିକାଲରେ ଘଟିଥିବା ବିସ୍ଫୋରଣ ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ସରକାର। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ସହିତ ବିସ୍ତୁତ ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଷୟିକ ଓ ବୃତିଗତ ଛାତ୍ର ସଂଘର ଦୃଷ୍ଟଇ ଆକର୍ଷଣ ପରେ ତତ୍ପରତା ଦେଖାଇଛନ୍ତି ସରକାର। ମୃତଦେହ ସମ୍ପର୍କରେ ଭୁଲ ତଥ୍ୟ ଯୋଗୁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button